ରାସୋଳରେ ମଦ ମୃତ୍ୟୁ ଘଟଣା ସମ୍ପୂର୍ଣ ରୂପେ ମିଥ୍ୟା- ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଢେଙ୍କାନାଳ ରାସୋଳରେ ମଦ ମୃତ୍ୟୁ ଘଟଣା ସମ୍ପୂର୍ଣ ରୂପେ ମିଥ୍ୟା ଘଟଣା ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମିଛ କଥା କାରଣରୁ ତାହା ବନ୍ଦ ହେଲା । କିଡ଼ନୀ ରୋଗୀଙ୍କ ମୃତ୍ୟୁ ହେଲା ତାଂକୁ ମଦ ମୃତ୍ୟୁ କୁହାଗଲା
ରାସୋଳରେ ମଦ ମୃତ୍ୟୁ ଘଟଣା     ସମ୍ପୂର୍ଣ ରୂପେ ମିଥ୍ୟା- ଅବକାରୀ       ମନ୍ତ୍ରୀ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଢେଙ୍କାନାଳ

ରାସୋଳରେ ମଦ ମୃତ୍ୟୁ ଘଟଣା ସମ୍ପୂର୍ଣ ରୂପେ ମିଥ୍ୟା ଘଟଣା ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ । ମିଛ କଥା କାରଣରୁ ତାହା ବନ୍ଦ ହେଲା । କିଡ଼ନୀ ରୋଗୀଙ୍କ ମୃତ୍ୟୁ ହେଲା ତାଂକୁ ମଦ ମୃତ୍ୟୁ

କୁହାଗଲା | ମିଡ଼ିଆ ଏ ବିଷୟରେ ଅବଗତ ହେବା ପରେ ଖବର ବନ୍ଦ

ହେଲା । ମଦ ମୃତ୍ୟୁ ନେଇ ଅନେକ ଗୁଡିଏ ମିଥ୍ୟା କଥା ଆସୁଛି । ସମସ୍ତ ଜିଲ୍ଲାର ସୁପରିଟେଣ୍ଡେଣ୍ଟ

ଏକ୍ସସାଇଜ ଅଫିସରଙ୍କ ସମୀକ୍ଷା ବୈଠକରେ ସମ୍ପୂର୍ଣ ରୂପେ ସ୍ୱାଧୀନତା ଦିଆଯାଇଛି । ଯେଉଁ ଜାଗାରେ ଚୋରା ମଦ ଏବଂ ବିଦେଶୀ ମଦର କୋଚିଆ

ବିକ୍ରି ହେଉଛି । ସେସବୁ ସମୂଳେ ନିପାତ କରାଯିବ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande