ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ଗୁରୁତର
ଭୁବନେଶ୍ୱର, 14 ଜୁଲାଇ (ହି.ସ.) - ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ମୁଁ ଝିଅକୁ ଦେଖିଲି। ଡ଼ାଇଲେସିସ ଆରମ୍ଭ ହୋଇ ସାରିଛି। ଡକ୍ଟର ଉନ୍ନତ ଚିକିତ୍ସା ଦେବାକୁ ଚେଷ୍ଟା କରୁଛନ୍ତି । ଶରୀରର ୯୫ ପ୍ରତିଶତ ପୋଡି ଯାଇଛି । ଦିଲ୍ଲୀ ଏମ୍ସ
ବାଲେଶ୍ଵର ଏଫଏମ କଲେଜ     ଛାତ୍ରୀଙ୍କ ଅବସ୍ଥା ଗୁରୁତର


ଭୁବନେଶ୍ୱର, 14 ଜୁଲାଇ (ହି.ସ.)

- ବାଲେଶ୍ଵର ଏଫଏମ

କଲେଜ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ମୁଁ ଝିଅକୁ ଦେଖିଲି। ଡ଼ାଇଲେସିସ ଆରମ୍ଭ

ହୋଇ ସାରିଛି। ଡକ୍ଟର ଉନ୍ନତ ଚିକିତ୍ସା ଦେବାକୁ ଚେଷ୍ଟା କରୁଛନ୍ତି । ଶରୀରର ୯୫ ପ୍ରତିଶତ ପୋଡି

ଯାଇଛି । ଦିଲ୍ଲୀ ଏମ୍ସ ସହ ଭର୍ଚୁଆଲି ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ସହଯୋଗ କରୁଛନ୍ତି। ତାପରେ

ସବୁ ଭଗବାନଙ୍କ ଇଚ୍ଛା ବୋଲି ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande