ବାବା ଲିଙ୍ଗରାଜଙ୍କ ପୀଠରେ ଜଳ ଲାଗି ପାଇଁ କାଉଡିଆଙ୍କ ଭକ୍ତ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଏକାମ୍ର କ୍ଷେତ୍ରର ବାବା ଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ୩ଟା ରୁ ଆରମ୍ଭ ହୋଇଛି ଜଳାଭିଷେକ। ଭକ୍ତ ମାନେ ଲମ୍ବା ଲାଇନ ଲଗାଇ ଜଳ ଲାଗି କରୁଛନ୍ତି । ଶୃଙ୍ଖଳା ପରିସ୍ଥିତିକୁ
ବାବା ଲିଙ୍ଗରାଜଙ୍କ ପୀଠରେ     ଜଳ ଲାଗି ପାଇଁ କାଉଡିଆଙ୍କ ଭକ୍ତ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଆଜି ପବିତ୍ର

ଶ୍ରାବଣ ମାସର ପ୍ରଥମ ସୋମବାର। ଏକାମ୍ର କ୍ଷେତ୍ରର ବାବା ଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ

ଭିଡ ଲାଗିଛି। ୩ଟା ରୁ ଆରମ୍ଭ ହୋଇଛି ଜଳାଭିଷେକ। ଭକ୍ତ ମାନେ ଲମ୍ବା ଲାଇନ ଲଗାଇ ଜଳ ଲାଗି

କରୁଛନ୍ତି । ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର

ସୁରକ୍ଷା ବ୍ୟବସ୍ଥା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande