ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ସଂପନ୍ନ
ଭୁବନେଶ୍ୱର, 17 ଜୁଲାଇ (ହି.ସ)- ବାଲେଶ୍ବର ଜିଲା ପଳାସିଆ ଗାଁରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ମଙ୍ଗଳବାର ସମ୍ପନ୍ନ ହୋଇଛି। ଭୁବନେଶ୍ଵରରୁ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ତାଙ୍
ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ସଂପନ୍ନ


ଭୁବନେଶ୍ୱର, 17 ଜୁଲାଇ (ହି.ସ)- ବାଲେଶ୍ବର ଜିଲା ପଳାସିଆ ଗାଁରେ

ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଶେଷକୃତ୍ୟ ମଙ୍ଗଳବାର ସମ୍ପନ୍ନ ହୋଇଛି।

ଭୁବନେଶ୍ଵରରୁ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି

ହୋଇଥିଲା। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା। ଭୁବନେଶ୍ଵର ଏମସରେ ତାଙ୍କର ଚିକିତ୍ସା

ଚାଲିଥିବାବେଳେ ଗତ ସୋମବାର ରାତି ପ୍ରାୟା ୧୧ଟା ୪୬ରେ ସେ ଆଖି ବୁଜିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande