କାଳୀକୃଷ୍ଣ ସ˚ଘ ପକ୍ଷରୁ ଶତାଧିକ ବୃକ୍ଷରୋପଣ
ଜୟପୁର,, 18 ଜୁଲାଇ (ହି.ସ.)ଆଧ୍ୟାତ୍ମିକ ତଥା ସାମାଜିକ ଅନୁଷ୍ଠାନ କାଳୀକୃଷ୍ଣ ସ˚ଘ ପକ୍ଷରୁ ଆଜି ଜୟନ୍ତଗିରିଠାରେ ଶତାଧିକ ବୃକ୍ଷରୋପଣ କରାଯାଇଛି। ସ˚ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ୮୩ତମ ଧରାବତରଣ ଉପଲକ୍ଷେ ଆୟୋଜିତ ୫ଦିନିଆ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଏହି
କାଳୀକୃଷ୍ଣ ସ˚ଘ ପକ୍ଷରୁ ଶତାଧିକ ବୃକ୍ଷରୋପଣ


ଜୟପୁର,, 18 ଜୁଲାଇ (ହି.ସ.)ଆଧ୍ୟାତ୍ମିକ ତଥା ସାମାଜିକ ଅନୁଷ୍ଠାନ କାଳୀକୃଷ୍ଣ ସ˚ଘ ପକ୍ଷରୁ ଆଜି ଜୟନ୍ତଗିରିଠାରେ ଶତାଧିକ ବୃକ୍ଷରୋପଣ କରାଯାଇଛି। ସ˚ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ୮୩ତମ ଧରାବତରଣ ଉପଲକ୍ଷେ ଆୟୋଜିତ ୫ଦିନିଆ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ସ˚ଘ ପକ୍ଷରୁ ସ˚ଘୀୟ ପରିଚାଳକ ଜଗଦାନନ୍ଦଜୀଙ୍କ ତତ୍ତ୍ବାବଧାନରେ ଜୟପୁର ନିକଟସ୍ଥ ଜୟନ୍ତଗିତି ଉଚ୍ଚବିଦ୍ୟାଳୟ ପରିସରରେ ସାମୁହିକ ବନମୋହତ୍ସବ ତଥା ସାମୁହିକ ବୃକ୍ଷରୋପଣ କର୍ଯ୍ୟକ୍ରମ କରାଯାଇଥିଲା। ଶିକ୍ଷୟତ୍ରୀ ମଞ୍ଜୁବାଳା ମୁନି ଏବ˚ ସହକର୍ମୀଙ୍କ ସହଜୋଗ କ୍ରମେ ଏହି କାର୍ଯ୍ୟ ସମାପନ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ସ˚ଘର ବରିଷ୍ଠ ସଦସ୍ୟ ଗିରିଜା ନନ୍ଦ, ମୁକୁଦା ନନ୍ଦ, ଅରୁଣ ଷଡଙ୍ଗୀ, ମୃତ୍ୟୁଞ୍ଜୟ ଠାକୁରଙ୍କ ସମେତ ଅନ୍ୟ ଭକ୍ତ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande