ଗାଁ ଗାଁ ରେ ବୁଲିଲା ସଚେତନତା ରଥ
କେନ୍ଦୁଝର, 18 ଜୁଲାଇ (ହି.ସ.) ଜିଲ୍ଲାରେ ମନୁଷ୍ୟ ହାତୀ ସଂଘର୍ଷ ଲାଗି ରହିଛି। ଏହା ଦ୍ବାରା ବହୁ ଧନଜୀବନ ନଷ୍ଟ ହେଉଥିବା ବେଳେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ର ମୃତ୍ୟୁ ହେଉଛି। ଏହାକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସଚେତନତା ରଥ ଆରମ୍ଭ କରାଯାଇଅଛି। ଏହି ରଥ ଗାଁ ଗାଁ ବୁଲି ସଚେତନତା ସ
ଗାଁ ଗାଁ ରେ ବୁଲିଲା ସଚେତନତା ରଥ


କେନ୍ଦୁଝର, 18 ଜୁଲାଇ (ହି.ସ.) ଜିଲ୍ଲାରେ ମନୁଷ୍ୟ ହାତୀ ସଂଘର୍ଷ ଲାଗି ରହିଛି। ଏହା ଦ୍ବାରା ବହୁ ଧନଜୀବନ ନଷ୍ଟ ହେଉଥିବା ବେଳେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ର ମୃତ୍ୟୁ ହେଉଛି। ଏହାକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସଚେତନତା ରଥ ଆରମ୍ଭ କରାଯାଇଅଛି। ଏହି ରଥ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା ସହ ଜଙ୍ଗଲ ସୃଷ୍ଟି ପାଇଁ ଚାରା ବଣ୍ଟା ଯାଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande