ଏଫଏମ କଲେଜ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡିର ନୀରବ ପ୍ରାର୍ଥନା
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବାଲେଶ୍ଵର ଏଫଏମ କଲେଜ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡିର ନୀରବ ପ୍ରାର୍ଥନା। ବିଜେଡିର ବରିଷ୍ଠ ନେତା ଗାନ୍ଧୀ ମୂର୍ତ୍ତି ତଳେ ବସି ମୁହଁରେ କଳା ପଟ୍ଟି ବାନ୍ଧି ନୀରବ ପ୍ରତିବାଦ କରିଛନ୍ତି। ଏହା ସହ ବିଜେଡିର ଆନ୍ଦୋଳନରେ ପୋଲିସର ଦମନ
ଏଫଏମ କଲେଜ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡିର ନୀରବ ପ୍ରାର୍ଥନା


ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବାଲେଶ୍ଵର ଏଫଏମ କଲେଜ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡିର ନୀରବ

ପ୍ରାର୍ଥନା। ବିଜେଡିର ବରିଷ୍ଠ ନେତା ଗାନ୍ଧୀ ମୂର୍ତ୍ତି ତଳେ ବସି ମୁହଁରେ କଳା ପଟ୍ଟି ବାନ୍ଧି

ନୀରବ ପ୍ରତିବାଦ କରିଛନ୍ତି। ଏହା ସହ ବିଜେଡିର ଆନ୍ଦୋଳନରେ ପୋଲିସର ଦମନ ଲୀଳାକୁ ବିରୋଧ କରିଛି

ବିଜେଡି। ଶୀଘ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି

କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande