ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ବାଲେଶ୍ୱର ଏଫଏମକଲେଜ
ଛାତ୍ରୀ ମୃତ୍ୟୁ ଘଟଣା । କଲେଜରେପହଞ୍ଚିଛି ୟୁଜିସିଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଦିଲ୍ଲୀରୁ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି ୪ ଜଣିଆ ଟିମ୍ ।
ଭାରପ୍ରାପ୍ତ ଅଧ୍ୟକ୍ଷ, ଆଇସିସି ସଦସ୍ୟଙ୍କ ସହ
କରିବେ ଆଲୋଚନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା