ଆଜି ଅପରାହ୍ନ ସାଢେ 4ଟାରେ ପ୍ରକାଶ ପାଇବ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ
ଭୁବନେଶ୍ୱର, 18 ଜୁଲାଇ (ହି.ସ.) - ଆଜି ଅପରାହ୍ନ ସାଢେ 4ଟାରେ ପ୍ରକାଶ ପାଇବ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପ
ଆଜି ଅପରାହ୍ନ ସାଢେ 4ଟାରେ ପ୍ରକାଶ ପାଇବ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ


ଭୁବନେଶ୍ୱର, 18 ଜୁଲାଇ (ହି.ସ.)

- ଆଜି ଅପରାହ୍ନ ସାଢେ 4ଟାରେ ପ୍ରକାଶ ପାଇବ ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା,

ବିଜ୍ଞାନ,

ବାଣିଜ୍ୟ

ଓ ଧନ୍ଦାମୂଳକ ଶିକ୍ଷାର ଇନ୍‍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ଘୋଷଣା

କରାଯାଇଛି। ଯୁକ୍ତ ଦୁଇ କଳା, ବାଣିଜ୍ୟ,

ବିଜ୍ଞାନ

ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଶିକ୍ଷା ପାଠ୍ୟକ୍ରମରେ ୧୦୦୯ ଛାତ୍ରଛାତ୍ରୀ ଫର୍ମପୂରଣ

କରିଥିବାବେଳେ ୧୦୦୮ ଇନ୍‍ଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande