ପାଣ୍ଡିଆନଙ୍କୁ ଲୋକେ ଗ୍ରହଣ କରିବେନି - ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଆହତ ବିଜେଡି ନେତାଙ୍କୁ ଭି କେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଭେଟିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ପାଣ୍ଡିଆନ୍ ଯେତିକି କାରନାମା କରିଛନ୍ତି ତାଙ୍କୁ ଲୋକେ ଗ୍ରହଣ କରିବେନି। ମୁଖ୍ୟ ଯିଏ ହେବ ସେ ପ୍ରଥମେ ଓଡ଼
ପାଣ୍ଡିଆନଙ୍କୁ ଲୋକେ ଗ୍ରହଣ କରିବେନି - ଜୟ ନାରାୟଣ ମିଶ୍ର


ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଆହତ ବିଜେଡି ନେତାଙ୍କୁ ଭି କେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଭେଟିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ପାଣ୍ଡିଆନ୍ ଯେତିକି କାରନାମା କରିଛନ୍ତି ତାଙ୍କୁ ଲୋକେ ଗ୍ରହଣ କରିବେନି। ମୁଖ୍ୟ ଯିଏ ହେବ ସେ ପ୍ରଥମେ ଓଡ଼ିଆ ହେବା ଦରକାର। ତାଙ୍କ ପତ୍ନୀଙ୍କ ଗ୍ରହଣୀୟତା ରହିବ ନା ନାହିଁ ଲୋକେ କହିବେ। କିନ୍ତୁ ମୁଁ ଆଗରୁ କହିଚି ବିଜେପି ହ୍ୱିସିଲ ମାରିଲେ ବିଜେଡ଼ି ୧୨ ଫାଳ ହେଇଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande