ପାଗଳ କୁକୁର କାମୁଡ଼ାରେ ୨୦ରୁ ଉର୍ଦ୍ଧ୍ୱ ଆହତ
ଗଂଜାମ, 18 ଜୁଲାଇ (ହି.ସ.) ଵେଲଗୁଣ୍ଠା ଓ ଏହାର ପାଖଆଖ ଅଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ଏକ ପାଗଳ କୁକୁର କାମୁଡାରେ ୨୦ ଜଣରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଵେଲଗୁଣ୍ଠା ଡାକ୍ତରଖାନା ଓ ଅନ୍ୟ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ି। ଏହି ପାଗଳ କୁକୁର ପାଇଁ ଲୋକଙ୍କ ମନରେ ଭୟର ବାତାବର
ପାଗଳ କୁକୁର କାମୁଡ଼ାରେ ୨୦ରୁ ଉର୍ଦ୍ଧ୍ୱ ଆହତ


ଗଂଜାମ, 18 ଜୁଲାଇ (ହି.ସ.)

ଵେଲଗୁଣ୍ଠା ଓ ଏହାର ପାଖଆଖ ଅଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ଏକ ପାଗଳ କୁକୁର କାମୁଡାରେ ୨୦ ଜଣରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଵେଲଗୁଣ୍ଠା ଡାକ୍ତରଖାନା ଓ ଅନ୍ୟ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରାଯାଉଛି ି। ଏହି ପାଗଳ କୁକୁର ପାଇଁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande