ରାଜ୍ୟରେ ଆଜିଠୁ ଧାନ ବିକ୍ରି ପଞ୍ଜୀକରଣ
ଭୁବନେଶ୍ୱର, 19 ଜୁଲାଇ (ହି.ସ.) ଶନିବାର ଠାରୁ ଆରମ୍ଭ ହେଉଛି ଧାନ ବିକ୍ରି ଲାଗି ପଞ୍ଜୀକରଣ। ଏହା ଆସନ୍ତା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୯ ସୁଦ୍ଧା ଚାଷୀଙ୍କ ତଥ୍ୟ ପାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ନଭେମ୍ବର ପ୍ରଥମ
ରାଜ୍ୟରେ ଆଜିଠୁ ଧାନ ବିକ୍ରି ପଞ୍ଜୀକରଣ


ଭୁବନେଶ୍ୱର, 19 ଜୁଲାଇ (ହି.ସ.) ଶନିବାର ଠାରୁ ଆରମ୍ଭ ହେଉଛି ଧାନ ବିକ୍ରି ଲାଗି ପଞ୍ଜୀକରଣ। ଏହା ଆସନ୍ତା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୯ ସୁଦ୍ଧା ଚାଷୀଙ୍କ ତଥ୍ୟ ପାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ନଭେମ୍ବର ପ୍ରଥମ ସପ୍ତାହରୁ ସରକାର ଧାନ କିଣିବେ । ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande