ପ୍ରଫେସର ବିଧୁ ଭୂଷଣ ମିଶ୍ର ଏମଏସିବି ବିଶ୍ୱବିଦ୍ୟାଳୟର ନୂତନ ଭାରପ୍ରାପ୍ତ କୁଳପତି
କେନ୍ଦୁଝର, ୨୩ ଜୁଲାଇ (ହି.ସ.) - କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ଯୋଜନା କରିଛି ଜଙ୍ଗଲ ବିଭାଗ। ଏଥିପାଇଁ ୨୦ହଜାର ବାଉଁଶ ମଞ୍ଜି ପିଣ୍ଡୁଳା ପ୍ରସ୍ତୁତ କରିଛି ବିଭାଗ। ଆସନ୍ତା ୨୭ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହ
ପ୍ରଫେସର ବିଧୁ ଭୂଷଣ ମିଶ୍ର ଏମଏସିବି ବିଶ୍ୱବିଦ୍ୟାଳୟର ନୂତନ ଭାରପ୍ରାପ୍ତ କୁଳପତି


କେନ୍ଦୁଝର, ୨୩ ଜୁଲାଇ (ହି.ସ.) - କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ଯୋଜନା କରିଛି ଜଙ୍ଗଲ ବିଭାଗ। ଏଥିପାଇଁ ୨୦ହଜାର ବାଉଁଶ ମଞ୍ଜି ପିଣ୍ଡୁଳା ପ୍ରସ୍ତୁତ କରିଛି ବିଭାଗ। ଆସନ୍ତା ୨୭ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏଫଓ ଏଚ ଡି ଧାନରାଜ ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande