ନୂଆଦିଲ୍ଲୀ, 28 ଜୁଲାଇ (ହି.ସ.) ଲୋକସଭାରେ ଆଜି
ଅପରେସନ ସିନ୍ଦୁର ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପହଲଗାମ
ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୁର
ପ୍ରସଙ୍ଗରେ ଆଲୋଚନା ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ