ମଧ୍ୟାହ୍ନ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ବୟନ ମନ୍ତ୍ରାଳୟ ଅନ୍ତର୍ଗତ ବୁଣାକାର ସେବା ସଂଘ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର ଆଜି
ଭୁବନେଶ୍ୱର, 29 ଜୁଲାଇ (ହି.ସ.) ଆଜି ମଙ୍ଗଳବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ଅଡିଟରିୟମ ହଲରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ବୟନ ମନ୍ତ୍ରାଳୟ ଅନ୍ତର୍ଗତ ବୁଣାକାର ସେବା ସଂଘ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର
ମଧ୍ୟାହ୍ନ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ବୟନ ମନ୍ତ୍ରାଳୟ ଅନ୍ତର୍ଗତ ବୁଣାକାର ସେବା ସଂଘ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର ଆଜି


ଭୁବନେଶ୍ୱର, 29 ଜୁଲାଇ (ହି.ସ.) ଆଜି ମଙ୍ଗଳବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ଅଡିଟରିୟମ ହଲରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ସହ କେନ୍ଦ୍ର ବୟନ ମନ୍ତ୍ରାଳୟ ଅନ୍ତର୍ଗତ ବୁଣାକାର ସେବା ସଂଘ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande