ଚୋରା ଗଞ୍ଜେଇ ବେପାରୀ ଗିରଫ
କେନ୍ଦୁଝର, 3 ଜୁଲାଇ (ହି.ସ.) ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ମାଦକ ଦ୍ରବ୍ୟ, ଗଞ୍ଜେଇ ଆଦିର ଚୋରା ବେପାର ବୃଦ୍ଧି ପାଇଛି। ଏହି ନିଶା କାରବାରରେ ବିଶେଷ କରି ଯୁବଗୋଷ୍ଠୀ ପଡ଼ି ସମାଜକୁ କଳୁଷିତ କରୁଛନ୍ତି। ଏହି ଚୋରା ଗଞ୍ଜେଇ ବେପାର କରି ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତ କରୁଥିବା ବେପାରୀକୁ ଗିରଫ କରିବାରେ
ଚୋରା ଗଞ୍ଜେଇ ବେପାରୀ ଗିରଫ


କେନ୍ଦୁଝର, 3 ଜୁଲାଇ (ହି.ସ.) ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ମାଦକ ଦ୍ରବ୍ୟ, ଗଞ୍ଜେଇ ଆଦିର ଚୋରା ବେପାର ବୃଦ୍ଧି ପାଇଛି। ଏହି ନିଶା କାରବାରରେ ବିଶେଷ କରି ଯୁବଗୋଷ୍ଠୀ ପଡ଼ି ସମାଜକୁ କଳୁଷିତ କରୁଛନ୍ତି। ଏହି ଚୋରା ଗଞ୍ଜେଇ ବେପାର କରି ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତ କରୁଥିବା ବେପାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଆଜି ଘଟଗାଁ ଅଞ୍ଚଳରେ ଚୋରା ଗଞ୍ଜେଇ ବେପାରର ମାଷ୍ଟର ମାଇଣ୍ଡ ସୌମ୍ୟରଂଜନ ସାହୁ (ଝାମ୍ପୁ)କୁ ଗିରଫ କରିବାରେ ଅବକାରୀ ବିଭାଗ ସକ୍ଷମ ହୋଇଛି। ତାକୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରିଛି ବିଭାଗ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande