ଭୁବନେଶ୍ୱର, 03 ଜୁଲାଇ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ତିହିଡି଼ର
ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ବନ୍ୟା ସ୍ଥିତିର ସମୀକ୍ଷା ଓ ସମ୍ଭାବିତ ସମସ୍ୟା ବିଷୟରେ
ଅନୁଧ୍ୟାନ କରିଛନ୍ତି ଷ ସ୍ଥାନୀୟ ଜନ ପ୍ରତିନିଧି
ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇ ଘାଇ ହୋଇଥିବା ସ୍ଥାନରେ ତୁରନ୍ତ ମରାମତି
ଏବଂ ଆବଶ୍ୟକସ୍ଥଳେ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ