ଓଏଏସ୍ ସଂଘର ଧର୍ମଘଟ ଜାରି
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ରାଜ୍ୟରେ ଓଏଏସ୍ ସଂଘର ସମୂହ ଧର୍ମଘଟ ଜାରି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ସଂଘର ସଭାପତି ଜ୍ୟୋତି ମିଶ୍ର । ସେ କହିଛନ୍ତି ବନ୍ୟା ଅଂଚଳରେ ଆମ ଅଫିସର କାର୍ଯ୍ୟ କରୁଛନ୍ତି। ରଥଯାତ୍ରାରେ ପ୍ରାୟ ୧୦୦ ଅଫିସର ମଧ
ଓଏଏସ୍ ସଂଘର ଧର୍ମଘଟ ଜାରି


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ରାଜ୍ୟରେ ଓଏଏସ୍ ସଂଘର ସମୂହ ଧର୍ମଘଟ ଜାରି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ସଂଘର ସଭାପତି ଜ୍ୟୋତି ମିଶ୍ର । ସେ କହିଛନ୍ତି ବନ୍ୟା ଅଂଚଳରେ ଆମ ଅଫିସର କାର୍ଯ୍ୟ କରୁଛନ୍ତି। ରଥଯାତ୍ରାରେ ପ୍ରାୟ ୧୦୦ ଅଫିସର ମଧ୍ୟ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂରା ଭରସା ଅଛି, ନିଶ୍ଚିତ ଆକ୍ସନ ହେବ। ଆକ୍ସନ ହେବାର ଘଂଟାକ ଭିତରେ ସମସ୍ତେ କାର୍ଯ୍ୟରେ ଯୋଗ ଦେବୁ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande