ସାଂସଦ ଡା. ସମ୍ବିତ ପାତ୍ର ଙ୍କ ଦ୍ୱାରା ପର୍ଯ୍ୟଟନ ସମାଚାର ଉନ୍ମୋଚିତ
ସାଂସଦ ଡା. ସମ୍ବିତ ପାତ୍ର ଙ୍କ ଦ୍ୱାରା ପର୍ଯ୍ୟଟନ ସମାଚାର ଉନ୍ମୋଚିତ ପୁରୀ,, 3 ଜୁଲାଇ (ହି.ସ.) ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ତିନି ରଥ ସମ୍ମୁଖ ରେ ନୂତନ ପ୍ରକାଶିତ ସାପ୍ତାହିକ ପର୍ଯ୍ୟଟନ ସମାଚାର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଙ୍କ ଦ୍ୱରା ଶୁଭ ଉନ୍ମୋଚନ ହୋଇଯାଇଛି | ଉନ୍ମୋଚନ ସମୟ
ସାଂସଦ ଡା. ସମ୍ବିତ ପାତ୍ର ଙ୍କ ଦ୍ୱାରା ପର୍ଯ୍ୟଟନ ସମାଚାର ଉନ୍ମୋଚିତ


ସାଂସଦ ଡା. ସମ୍ବିତ ପାତ୍ର ଙ୍କ ଦ୍ୱାରା ପର୍ଯ୍ୟଟନ ସମାଚାର ଉନ୍ମୋଚିତ

ପୁରୀ,, 3 ଜୁଲାଇ (ହି.ସ.) ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ତିନି ରଥ ସମ୍ମୁଖ ରେ ନୂତନ ପ୍ରକାଶିତ ସାପ୍ତାହିକ ପର୍ଯ୍ୟଟନ ସମାଚାର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଙ୍କ ଦ୍ୱରା ଶୁଭ ଉନ୍ମୋଚନ ହୋଇଯାଇଛି | ଉନ୍ମୋଚନ ସମୟରେ ବରିଷ୍ଟ ସାମ୍ୱାଦିକା ବିଜୟଲକ୍ଷ୍ମୀ ମହାନ୍ତି, ବରିଷ୍ଟ ସାମ୍ବାଦିକ ବିଜୟ ମିଶ୍ର, ସୁଧାଂଶୁ ଶେଖର କର, ଅକ୍ଷୟ ସ୍ୱାଇଁ, ଓଡିଶୀ ନୃତ୍ୟ ଶିଳ୍ପୀ ଶ୍ରୀଜୟା ପଟ୍ଟନାୟକ ଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ | ଏହି ଖବରକାଗଜ ପୁରୀ ର ପର୍ଯ୍ୟଟନ ଶିଳ୍ପ ବୃଦ୍ଧି କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ରେ ସହାୟକ ହେବ ବୋଲି ଶ୍ରୀ ପାତ୍ର କହିଥିଲେ | ପର୍ଯ୍ୟଟନ ସମାଚାର ର ପ୍ରକାଶକ ସ୍ଵର୍ଣ୍ଣଲତା ପଟ୍ଟନାୟକ, ସମ୍ପାଦକ ନିମାଇଁ ଚରଣ ମହାନ୍ତି, ଦୁଃଖିଶ୍ୟାମ ପଟ୍ଟନାୟକ ଙ୍କ ସମେତ ଅନେକ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande