ଓଏଏସ୍ ସଂଘର ଧର୍ମଘଟକୁ କଂଗ୍ରେସର ସମର୍ଥନ
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ଓଏଏସ୍ ସଂଘର ଧର୍ମଘଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତି। ସେ କହିଛନ୍ତି କଂଗ୍ରେସ ଓଏଏସ ଆନ୍ଦୋଳନ ସହ ଅଛି। ଓଏଏସ ସଂଘ କୌଣସି ପ୍ରକାର ରାଜନୀତି କରୁନାହାନ୍ତି ।ଏହା ସମ୍ପୂର୍ଣ୍ଣ ମିଛ କଥା। ତିନି ଦିନ ନୁହେଁ ବହୁତ ବିଳମ୍ବ
ଓଏଏସ୍ ସଂଘର ଧର୍ମଘଟକୁ କଂଗ୍ରେସର ସମର୍ଥନ


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ.)- ଓଏଏସ୍ ସଂଘର ଧର୍ମଘଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତି। ସେ କହିଛନ୍ତି କଂଗ୍ରେସ ଓଏଏସ ଆନ୍ଦୋଳନ ସହ ଅଛି। ଓଏଏସ ସଂଘ କୌଣସି ପ୍ରକାର ରାଜନୀତି କରୁନାହାନ୍ତି ।ଏହା ସମ୍ପୂର୍ଣ୍ଣ ମିଛ କଥା। ତିନି ଦିନ ନୁହେଁ ବହୁତ ବିଳମ୍ବ ହେଲାଣି ତୁରନ୍ତ ନିଷ୍ପତି ନିଅନ୍ତୁ ସରକାର। କାମ ଠାରୁ ସମ୍ମାନ ବଡ। ଯଦି ମାଡ଼ ଖାଇ ଜୀବନ ଚାଲିଯାଇଥାନ୍ତା ତେବେ ତାଙ୍କ ଘର ପରିବାର କଥା କିଏ ବୁଝିଥାନ୍ତା। ଓଏଏସ ବି ମଣିଷ ।ତେଣୁ ତାଙ୍କୁ ନ୍ୟାୟ ମିଳୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande