ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ମୁଖୀଗୁଡା,୩୦ଜୁଲାଇ(ହି.ସ)ଜୟପାଟଣା ଉମାଶଙ୍କର ହାଇସ୍କୁଲ୍ ପ୍ରାଙ୍ଗଣରେ ଜାତୀୟ ଦିବସ ପାଳନ କମିଟି ତରଫରୁ ସ୍ବାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ଓ ଆଲୋଚନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅଵସରରେ ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ସୁରେନ୍ଦ୍
ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ


ମୁଖୀଗୁଡା,୩୦ଜୁଲାଇ(ହି.ସ)ଜୟପାଟଣା ଉମାଶଙ୍କର ହାଇସ୍କୁଲ୍ ପ୍ରାଙ୍ଗଣରେ ଜାତୀୟ ଦିବସ ପାଳନ କମିଟି ତରଫରୁ ସ୍ବାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ଓ ଆଲୋଚନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅଵସରରେ ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ଉମାଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ମାଝୀ, ଖଲିଆ ଭଟ୍ଟା ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମାକାନ୍ତ ପଣ୍ଡା, ପ୍ରତାପ ଦାସ ଅଧିକାରୀ ଗଙ୍ଗା ଧର ମାଝୀ, ଦିବାକର ପଟ୍ଟନାୟକ, ସିଦ୍ଧାର୍ଥ ମିଶ୍ର, କୃଷ୍ଣ ଚନ୍ଦ୍ର ରାଉତ,ପ୍ରଦୀପ ସରାବୁ, ମାନସ ରଞ୍ଜନ ପଣ୍ଡା,ପ୍ରଶାନ୍ତ ପଣ୍ଡା ସୁଧାକର ପଣ୍ଡା,ଚୈତନ୍ୟ ସେଠୀ,ଦୁର୍ଗାପ୍ରସାଦ ସାହୁ, ସଂଜିତ୍ ନାଏକ,ପିଇଟି ରଘୁନାଥ ହେମ୍ରମ,ତରୁଣ ନାଗ, ସତ୍ୟାନନ୍ଦ ମାଝୀ ପ୍ରମୁଖ ଯୋଗ ଦେଇ ଉତ୍ସବ କୁ ସଫଳ କରିବା ପାଇଁ ନିଜର ମତ ରଖି ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande