ଭୁବନେଶ୍ୱର, ୩୧ ଜୁଲାଇ (ହି.ସ)- ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତମାନ ୪ଟି ଗେଟ୍ ରେ ଜଳ ନିଷ୍କାସନ ଜାରି ରହିଛି। ଦିନ ୩ଟାରୁ ହୀରାକୁଦର ଜଳସ୍ତର ୬୧୦.୧୭ ଫୁଟ ରହିଛି। ଡ୍ୟାମ୍ କୁ ୮୪ ହଜାର ୯୭୩ କ୍ୟୁସେକ ଜଳ ପ୍ରବେଶ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
01 Aug 2025
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଢଙ୍ଗୀ ।ସେ କହିଛନ୍ତି ଯେ ଉପରାଷ୍ଟ୍ରପତି କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତି ନେବ। ବିଜେଡି ସମର୍ଥନ କରି ପାରେ ବିରୋଧ ବି କରିପାରେ। ଆମେ ସମର୍ଥନ ନ ମାଗି ବିଜେଡି କିଛି ପ୍ରସଙ୍ଗରେ ..
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଓଟିଇଟି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ ଏ ସରକାରରେ ଯାହା ଯାହା ପରୀକ୍ଷା ହେଉଛି କେଉଁଠି ପ୍ରଶ୍ନ ପତ୍ର ଲିକ୍ ହେଉଛି ଆଉ କେଉଁଠି ପରୀକ୍ଷା ପରିଚାଳନାରେ ବିଭ୍ରାଟ ହେଉଛି। ..
କେନ୍ଦୁଝର, ୧ ଅଗଷ୍ଟ (ହି.ସ.)- କେନ୍ଦୁଝର ସହରକୁ ସରସ ସୁନ୍ଦର କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ନାରା ଦେଇଥିଲା। ସବୁ ୱାର୍ଡକୁ ପିଚୁ କିମ୍ବା ପକ୍କା ସଡ଼କର ବି ସ୍ବପ୍ନ ଦେଖାଇଥିଲା। କିନ୍ତୁ ଏହି ସ୍ବପ୍ନ କେବଳ ସ୍ବପ୍ନରେ ରହି ବାସ୍ତବତାରେ ପରିଣତ ହୋଇ ପାରିନଥିବା ସହରବାସୀ ଅଭିଯୋଗ କରିଛନ୍ତି। ..
କେନ୍ଦୁଝର, ୧ ଅଗଷ୍ଟ (ହି.ସ.)- ପଦବୀ ପୁନର୍ଗଠନ ଓ ରାଜସ୍ୱ ସହାୟକ ମାନଙ୍କ ମୂଳ ଦରମା ଲେଭେଲ-୯ (ଗ୍ରେଡ ପେ- ୪୨୦୦ ) ନେଇ ଓଡିଶା ରାଜସ୍ବ ଅମଲା ସଂଘ, କେନ୍ଦୁଝର ଶାଖା ତରଫରୁ କେନ୍ଦୁଝର ଜିଲ୍ଲାର ସମସ୍ତ ବିଧାୟକ, ବଦ୍ରି ନାରାୟଣ ପାତ୍ର, ବିଧାୟକ, ଘଷିପୁରା, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାୟକ, ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha