ସିଦ୍ଧିନଇ ହାଇସ୍କୁଲର ଶିକ୍ଷକ ମାନଙ୍କ ବଦଳିର ପ୍ରତିବାଦ
ଗଞାମ, ୩୧ ଜୁଲାଇ (ହି.ସ.)- ଗଞ୍ଜାମ ଜିଲା‌ ସିଦ୍ଧନଇ ହାଇସ୍କୁଲର ଶିକ୍ଷକ ମାନଙ୍କ‌ ବଦଳିର ପ୍ରତିବାଦ କରି ଆଜି ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ଗେଟରେ ତାଲା‌ ପକାଇ‌ ଆନ୍ଦୋଳରେ ବସିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande