ଖୁବଶୀଘ୍ର ରିପୋର୍ଟ ଦେବାକୁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ । ଖୁବଶୀଘ୍ର ରିପୋର୍ଟ ଦେବାକୁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 1 ବର୍ଷରେ କେଉଁ ମନ୍ତ୍ରୀ କଣ କାମ କରିଛନ୍ତି । ଲୋକଙ୍କ ନିକଟରେ କେତେ ଯୋଜନା ପହଞ୍ଚିଛି । କେତେ ଦାୟିତ୍ଵ ପାଳନ କରିଛନ୍
ଖୁବଶୀଘ୍ର ରିପୋର୍ଟ ଦେବାକୁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ । ଖୁବଶୀଘ୍ର ରିପୋର୍ଟ ଦେବାକୁ ମନ୍ତ୍ରୀ

ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 1 ବର୍ଷରେ କେଉଁ ମନ୍ତ୍ରୀ କଣ କାମ କରିଛନ୍ତି । ଲୋକଙ୍କ ନିକଟରେ କେତେ

ଯୋଜନା ପହଞ୍ଚିଛି । କେତେ ଦାୟିତ୍ଵ ପାଳନ କରିଛନ୍ତି ମନ୍ତ୍ରୀ । ଏ ବାବଦରେ ମନ୍ତ୍ରୀ ମାନଙ୍କ

ରିପୋର୍ଟ ନେବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦ୍ଵାରା ନିଜେ

ନିଜକୁ ପରୀକ୍ଷା କରିବେ ମନ୍ତ୍ରୀ । ନିଜ କାମକୁ ନେଇ ସଚେତନ ହେବେ । ଏକ ବର୍ଷରେ ଆମ କାମର ତଥ୍ୟ

ମାଗିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande