ଭୁବନେଶ୍ୱର,୩୧ ଜୁଲାଇ (ହି.ସ)- ଓଡ଼ିଶାରେ ଖୁବ ଶୀଘ୍ର ଆସିବାକୁ ଯାଉଛି ରୋଡ଼ ମେେଂଟନାନ୍ସ ପଲିସି। ପୂର୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ପଲିସି ଆସିଲେ ରାସ୍ତା ଗୁଡିକର ମରାମତି ପାଇଁ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ହେବ। ଓଡିଶା ରାସ୍ତା ଦୀର୍ଘ୍ୟ ଦୃଷ୍ଟିରୁ ହେଉ କି ମେେଂଟନାନ୍ସ କ୍ଷେତ୍ରରେ କିଭଳି ସର୍ବ ଭାରତୀୟ ସ୍ତରକୁ ଯାଇପାରିବ ସେ ଉପରେ ସରକାର ଚିନ୍ତା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା