ଶରଧାବାଲି ଦଳାଚକଟା ଘଟଣାରେ ଆଜି ରିପୋର୍ଟ ଦେଇ ପାରନ୍ତି ଉନ୍ନୟନ କମିଶନର
ଭୁବନେଶ୍ୱର, 31 ଜୁଲାଇ (ହି.ସ.) - ଶରଧାବାଲି ଦଳାଚକଟା ଘଟଣାରେ ଆଜି ରିପୋର୍ଟ ଦେଇ ପାରନ୍ତି ଉନ୍ନୟନ କମିଶନର। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ । ଜୁଲାଇ ୩୦ ସୁଦ୍ଧା ସମସ୍ତ ଶୁଣାଣି ଶେଷ ହୋଇଛି। ସବୁ ରିପୋର୍ଟକୁ ଏକାଠି କରି ରିପୋର୍ଟ ପ୍ର
ଶରଧାବାଲି ଦଳାଚକଟା ଘଟଣାରେ ଆଜି ରିପୋର୍ଟ ଦେଇ ପାରନ୍ତି ଉନ୍ନୟନ କମିଶନର


ଭୁବନେଶ୍ୱର, 31 ଜୁଲାଇ (ହି.ସ.)

- ଶରଧାବାଲି ଦଳାଚକଟା ଘଟଣାରେ ଆଜି ରିପୋର୍ଟ ଦେଇ ପାରନ୍ତି ଉନ୍ନୟନ କମିଶନର।

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ କମିଶନର ଅନୁ ଗର୍ଗ । ଜୁଲାଇ ୩୦ ସୁଦ୍ଧା

ସମସ୍ତ ଶୁଣାଣି ଶେଷ ହୋଇଛି। ସବୁ ରିପୋର୍ଟକୁ ଏକାଠି କରି ରିପୋର୍ଟ ପ୍ରଦାନ କରିବେ ଉନ୍ନୟନ

କମିଶନର। କମିଟି ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି ଉନ୍ନୟନ କମିଶନର । ଶରଧାବାଲି ଅଘଟଣ ପରେ

ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି

ଏହାର ଡେଡଲାଇନ ଶେଷ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande