ପୂର୍ବତନ ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଇଡି ଚଢାଉ
ହଜାରିବାଗ, 4 ଜୁଲାଇ (ହି.ସ)-ହଜାରିବାଗ ଏବଂ ବଡକାଗାଓଁର ଅନେକ ସ୍ଥାନରେ ଇଡି ଚଢାଉ ଜାରି କରିଛି।ପୁର୍ବତନ ବିଧାୟକ ଅମ୍ବା ପ୍ରସାଦ ଏବଂ ତାଙ୍କ ପିତା ପୁର୍ବ ମନ୍ତ୍ରୀ ଯୋଗେନ୍ଦ୍ର ସାଓଁଙ୍କ ସହ ଜଡିତ ମାମଲା ସହିତ ତାଙ୍କ ନିକଟତମ ସହଯୋଗୀଙ୍କ ଘରେ ଇଡି ଚଢାଉ କରିଛି।କୁହାଯା
ପୂର୍ବତନ ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଇଡି ଚଢାଉ


ହଜାରିବାଗ, 4 ଜୁଲାଇ

(ହି.ସ)-ହଜାରିବାଗ ଏବଂ ବଡକାଗାଓଁର ଅନେକ ସ୍ଥାନରେ ଇଡି ଚଢାଉ ଜାରି କରିଛି।ପୁର୍ବତନ ବିଧାୟକ ଅମ୍ବା ପ୍ରସାଦ ଏବଂ

ତାଙ୍କ ପିତା ପୁର୍ବ ମନ୍ତ୍ରୀ ଯୋଗେନ୍ଦ୍ର ସାଓଁଙ୍କ ସହ ଜଡିତ ମାମଲା ସହିତ ତାଙ୍କ ନିକଟତମ ସହଯୋଗୀଙ୍କ

ଘରେ ଇଡି ଚଢାଉ କରିଛି।କୁହାଯାଉଛି ଯେ ଆରକେଟୀସୀ ଟ୍ରାନ୍ସପୋର୍ଟିଙ୍ଗ କମ୍ପାନୀ ସହ ଜଡିତ

ମାମଲାରେ ଇଡି ଏହି ଏକ୍ସନ ଗ୍ରହଣକରିଛି।ଇଡି ଅମ୍ବାପ୍ରସାଦଙ୍କ

ବ୍ୟକ୍ତିଗତ ସହାୟକ ସଞ୍ଜୀବ ସାଓ,ମନୋଜ ଦାଙ୍ଗୀ,ପଞ୍ଚମ କୁମାରଙ୍କ ବଡକାଗାଓଁ ସ୍ଥିତ ଘରେ ମଧ୍ୟ

ଚଢାଉ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande