ଭୁବନେଶ୍ୱର, 4 ଜୁଲାଇ (ହି.ସ.)
- ରଥଯାତ୍ରା
ବିଭ୍ରାଟ ନେଇ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଲେ ବିଜେଡି ନେତା । ବିଜେଡି ବିଧାୟକ, ସାଂସଦ ଓ ବରିଷ୍ଠ ନେତା ରାଭଜବନରେ ପହଂଚି ରାଜ୍ୟପାଳଙ୍କୁ
ଭେଟି ସ୍ମାରକ ପତ୍ର ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
04 Jul 2025
ଅଗ୍ନିଶମ ବିଭାଗ ପକ୍ଷରୁ ମୋଟର ଯୋଗେ ବର୍ଷା ପାଣି ନିଷ୍କାସନ ଆରମ୍ଭ..
ଭଦ୍ରକ, ୪ ଜୁଲାଇ (ହି.ସ.) - କେତେକ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିବିଶେଷ ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏବେ ଭଦ୍ରକ ସହରରେ ଜଳ ନିଷ୍କାସନ ଜନିତ ବିପର୍ଯ୍ୟସ୍ତ ସୁଇସ୍ ଗେଟ୍ ଏବେ ବିଲୀନ ହେବାକୁ ଯାଉଚି। ବିଶେଷକରି ବ୍ରିଟିଶ୍ ସମୟର ନିର୍ମାଣ ହୋଇଥିବା ଏହି ସ୍ୱରେଜ ବ୍ୟବସ୍ଥା ..
ଜୟପୁର , 4 ଜୁଲାଇ (ହି.ସ.) ଦେଶୀ ମଦ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରାଯାଇ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଡାଙ୍ଗରା ଗ୍ରାମର ରଘୁ ନାଥ ହରିଜନ (୪୨) ଷ ସୁଚନା ଅନୁଯାଇ ଏକ ସ୍କୁଟି ରେ ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ..
ଭୁବନେଶ୍ୱର, 04 ଜୁଲାଇ (ହି.ସ.) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆୟୋଜିତ ଡାଇରିଆ,ଡେଙ୍ଗୁ ଓ ମ୍ୟାଲେରିଆର ସ୍ଥିତି ଏବଂ ନିୟନ୍ତ୍ରଣ ସମ୍ପର୍କିତ ଏକ ବୈଠକର ଅଧ୍ୟକ୍ଷତା କରି ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha