ଆଡମିସନ କମିଲେ ବନ୍ଦ ହେବ କଲେଜ
ଭୁବନେଶ୍ୱର,4 ଜୁଲାଇ (ହି.ସ.)- ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି। କଲେଜରେ ପିଲାଙ୍କ ଉପସ୍ଥାନ କିମ୍ବା ଆଡମିଶନ କମିଲେ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଗୁଡିକରେ ଯଦି ଲଗାତାର ବର୍ଷ ଗୁଡିକରେ ସିଟ ଖାଲି ପଡେ ତେବେ ମଧ୍ୟ କଲେଜ ବନ୍ଦ ନିଷ୍
ଆଡମିସନ କମିଲେ ବନ୍ଦ ହେବ     କଲେଜ


ଭୁବନେଶ୍ୱର,4 ଜୁଲାଇ (ହି.ସ.)- ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି। କଲେଜରେ ପିଲାଙ୍କ ଉପସ୍ଥାନ କିମ୍ବା ଆଡମିଶନ

କମିଲେ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଗୁଡିକରେ

ଯଦି ଲଗାତାର ବର୍ଷ ଗୁଡିକରେ ସିଟ ଖାଲି ପଡେ ତେବେ ମଧ୍ୟ କଲେଜ ବନ୍ଦ ନିଷ୍ପତି ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande