ଭୁବନେଶ୍ୱର, 4 ଜୁଲାଇ (ହି.ସ.)- ଦେବଗଡ଼ ନୂତନ
ବସ ଟର୍ମିନାଲର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉପସ୍ଥିତ ଅଛନ୍ତି ପଂଚାୟତିରାଜ୍ ମନ୍ତ୍ରୀ ରବି
ନାୟକ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ,
ଦେବଗଡ଼ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଅଧିକାରୀ । ଏହା ସହ ବର୍ଜ୍ୟବସ୍ତୁ
ପରିଚାଳନା ବାବଦରେ ୫ ଟି ଗାଡ଼ି ସହ ମଶା ଧୁଆଁ ପାଇଁ ଗୋଟିଏ ଗାଡ଼ିର ଶୁଭାରମ୍ଭ କରିବେ କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା