ଦେଓଗଡ଼ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 4 ଜୁଲାଇ (ହି.ସ.) ଦେଓଗଡ଼ ଗରିବ କଲ୍ୟାଣ ଓ ବିକାଶ ସାମବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ଜନ ସାଧାରଣଙ୍କୁ ଏହି ସରକାରୀ ଯୋଜନାର ଲାଭ ବାବଦରେ ଜନ ସାଧାରଣଙ୍କୁ ସଚେ
ଦେଓଗଡ଼ ଗରିବ କଲ୍ୟାଣ ଓ     ବିକାଶ ସମାବେଶରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 4 ଜୁଲାଇ (ହି.ସ.) ଦେଓଗଡ଼ ଗରିବ

କଲ୍ୟାଣ ଓ ବିକାଶ ସାମବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ। ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ଜନ ସାଧାରଣଙ୍କୁ ଏହି ସରକାରୀ ଯୋଜନାର

ଲାଭ ବାବଦରେ ଜନ ସାଧାରଣଙ୍କୁ ସଚେତନତା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଯୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ହଜାର ହଜାର

ଲୋକ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନଙ୍କ ସହ ଉପସ୍ଥିତ ଅଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ,

ଦେବଗଡ଼ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଅଧିକାରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande