ସ୍ୱାମୀ ବିବେକାନନ୍ଦଙ୍କ ନିର୍ବାଣ ଦିବସରେ ତାଙ୍କ ସ୍ମରଣ କଲେ ପିଏମ ମୋଦି
ନୂଆଦିଲ୍ଲୀ, 4 ଜୁଲାଇ (ହି.ସ.)- ସ୍ୱାମୀ ବିବେକାନନ୍ଦଙ୍କ ନିର୍ବାଣ ଦିବସରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ସ୍ୱାମୀ ବିବେକାନନ୍ଦଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ
ସ୍ୱାମୀ ବିବେକାନନ୍ଦଙ୍କ     ନିର୍ବାଣ ଦିବସରେ ତାଙ୍କ ସ୍ମରଣ କଲେ ପିଏମ ମୋଦି


ନୂଆଦିଲ୍ଲୀ, 4 ଜୁଲାଇ (ହି.ସ.)- ସ୍ୱାମୀ

ବିବେକାନନ୍ଦଙ୍କ ନିର୍ବାଣ ଦିବସରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ସ୍ୱାମୀ

ବିବେକାନନ୍ଦଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରୁଛି। ସମାଜ ପାଇଁ ତାଙ୍କ ଚିନ୍ତାଧାରା ଓ

ଦୃଷ୍ଟିକୋଣ ଆମ ପାଇଁ ଏକ ଦିଗଦର୍ଶକ ଆଲୋକ ରୂପେ ରହିଛି। ସେ ଆମ ଐତିହ୍ୟ ଓ ସଂସ୍କୃତି ଉପରେ

ଗର୍ବ ଓ ଆତ୍ମବିଶ୍ୱାସର ଅନୁଭୂତିକୁ ଜାଗୃତ କରିଥିଲେ। ସେ ସେବା ଓ କରୁଣାର ପଥରେ ଚାଲିବାକୁ

ମଧ୍ୟ ଜୋର ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande