ଜାତୀୟ ପତାକା ତିରଙ୍ଗାର ଅଭିକଳ୍ପକ ପିଙ୍ଗଳୀ ଭେଙ୍କୟାଜୀଙ୍କୁ ସ୍ମରଣ କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 4 ଜୁଲାଇ (ହି.ସ.) - ଜାତୀୟ ପତାକା ତିରଙ୍ଗାର ଅଭିକଳ୍ପକ ପିଙ୍ଗଳୀ ଭେଙ୍କୟାଜୀଙ୍କ ସ୍ମରଣ କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜାତୀୟ ପତାକା ତିରଙ୍ଗାର ଅଭିକଳ୍ପକ, ସ୍
ଜାତୀୟ ପତାକା ତିରଙ୍ଗାର     ଅଭିକଳ୍ପକ ପିଙ୍ଗଳୀ ଭେଙ୍କୟାଜୀଙ୍କୁ ସ୍ମରଣ କଲେ ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, 4 ଜୁଲାଇ (ହି.ସ.)

- ଜାତୀୟ ପତାକା

ତିରଙ୍ଗାର ଅଭିକଳ୍ପକ ପିଙ୍ଗଳୀ ଭେଙ୍କୟାଜୀଙ୍କ ସ୍ମରଣ କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ

ଯୋଗୀ ଆଦିତ୍ୟନାଥ ।ଏନେଇ ସୋସିଆଲ ମିଡିଆ

ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜାତୀୟ ପତାକା ତିରଙ୍ଗାର ଅଭିକଳ୍ପକ, ସ୍ୱାଧୀନତା

ସଂଗ୍ରାମୀ ପିଙ୍ଗଳୀ ଭେଙ୍କୟାଜୀଙ୍କ ପୁଣ୍ୟତିଥି ଅବସରରେ କୃତଜ୍ଞ ଦେଶ ପକ୍ଷରୁ ତାଙ୍କୁ ବିନମ୍ର

ଶ୍ରଦ୍ଧାଂଜଳି ଜ୍ଞାପନ କରୁଛି । ଆପଣଙ୍କ କଳ୍ପନା ଭାରତର ଆତ୍ମା ଓ ଏକାତ୍ମତାର ପ୍ରତୀକ ହୋଇ

ଉଡୁଛି, ଆମ ସମସ୍ତଙ୍କୁ ପ୍ରେରିତ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande