ବାରଗୋଡା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ତେଲକୋଇ ବିଧାୟକ
କେନ୍ଦୁଝର, ୫ ଜୁଲାଇ (ହି.ସ.)- ଆଜି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବାରଗୋଡା ଠାରେ ଆୟୋଜିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତେଲକୋଇ ବିଧାୟକ ଡଃ. ଫକିର ନାଏକ। ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଶତାଧିକ ବୃକ୍ଷରୋପଣ କରିଥିଲେ। ଏହି ଅବ
Baragoda ବୃକ୍ଷରୋପଣ


କେନ୍ଦୁଝର, ୫ ଜୁଲାଇ (ହି.ସ.)- ଆଜି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବାରଗୋଡା ଠାରେ ଆୟୋଜିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତେଲକୋଇ ବିଧାୟକ ଡଃ. ଫକିର ନାଏକ। ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଶତାଧିକ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ରେଞ୍ଜର ଓ ଜଙ୍ଗଲ ବିଭାଗ କର୍ମଚାରୀ ଯୋଗଦେଇ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande