କାଲି ଖୋଲିବ ହୀରାକୁଦ ଗେଟ
ଭୁବନେଶ୍ୱର, 5 ଜୁଲାଇ (ହି.ସ.) - ହୀରାକୁଦରେ ବଢୁଛି ଜଳସ୍ତର । କଲମା ଗେଟ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି । ଆସନ୍ତାକାଲି ପୂଜାର୍ଚନା ପରେ 6 ଟି ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ପରେ ଇବ ଓ ଅ
କାଲି ଖୋଲିବ ହୀରାକୁଦ     ଗେଟ


ଭୁବନେଶ୍ୱର, 5 ଜୁଲାଇ (ହି.ସ.)

- ହୀରାକୁଦରେ

ବଢୁଛି ଜଳସ୍ତର । କଲମା ଗେଟ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି । ଆସନ୍ତାକାଲି ପୂଜାର୍ଚନା

ପରେ 6 ଟି ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଚନ୍ଦ୍ରଶେଖର ପାଢ଼ୀ । ପରେ ଇବ ଓ ଅନ୍ୟ ନଦୀର ଜଳ ସ୍ତର ଦେଖି ଜଳ ନିଷ୍କାସନ ନିଷ୍ପତ୍ତି ନିଆଯିବ

। ତେବେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ରହିଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲିକହିଲେ ଜଳ

ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେହିପରି ଲଗାଣ ବର୍ଷା ହେଲେ ଵି କୌଣସି ନଦୀର ଜଳସ୍ତର ବିପଦ

ସଂକେତ ଉପରେ ନ ଥିବାରୁ ବନ୍ୟା ସ୍ଥିତି ନାହିଁ । ଆଇଏମଡି ଆକଳନରେ ଆଗାମୀ ଏକ ସପ୍ତାହ ଯାଏ

ବର୍ଷା ନାହିଁ । ରେଙ୍ଗାଳିର ସ୍ଥିତି ଅନୁଧ୍ୟାନ କରାଯାଉଛି । ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା

ପୁରୁଷୋତ୍ତମପୁର ପାଞ୍ଚ ମିଟର ତଳେ ଅଛି । ବଂଶଧାରାର ଜଳସ୍ତର କମ ଅଛି ବୋଲି ସର୍ବୋଚ୍ଚ

ଯନ୍ତ୍ରୀ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande