ଶୁଭେଚ୍ଛା ପବିତ୍ର ବାହୁଡା ଯାତ୍ରାର ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ଶୁଭେଚ୍ଛା ପବିତ୍ର ବାହୁଡା ଯାତ୍ରାର ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜୟ ଜଗନ୍ନାଥ | ମହାପ୍ରଭୁଙ୍କ ପବିତ୍ର ବାହୁଡା଼ ଯାତ୍ରାର ଏହି ଶୁଭ ଅବସରରେ ସଭ
ଶୁଭେଚ୍ଛା ପବିତ୍ର ବାହୁଡା ଯାତ୍ରାର ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ଶୁଭେଚ୍ଛା ପବିତ୍ର ବାହୁଡା ଯାତ୍ରାର ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜୟ

ଜଗନ୍ନାଥ | ମହାପ୍ରଭୁଙ୍କ

ପବିତ୍ର ବାହୁଡା଼ ଯାତ୍ରାର ଏହି ଶୁଭ ଅବସରରେ ସଭିଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande