ପିଏମ ମୋଦିଙ୍କୁ 'ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ'ର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ପିଏମ ମୋଦିଙ୍କୁ ''ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ''ର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ''ତ୍ରିନିଦାଦ
ପିଏମ ମୋଦିଙ୍କୁ 'ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ'ର ସର୍ବୋଚ୍ଚ ବେସାମରିକ     ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ପିଏମ

ମୋଦିଙ୍କୁ 'ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ'ର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, 'ତ୍ରିନିଦାଦ୍‌

ଆଣ୍ଡ୍‌ ଟବାଗୋ'ର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଅର୍ଡର୍‌ ଅଫ୍‌ ଦି ରିପବ୍ଲିକ୍‌ ଅଫ୍‌ ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ'ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଜୀ। ଏପର୍ଯ୍ୟନ୍ତ ବିଶ୍ୱର ୨୫ ଟି ଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହୋଇ

ମୋଦୀ ଜୀ ଦେଶବାସୀଙ୍କ ପାଇଁ ଗୌରବ ଆଣିଛନ୍ତି। ଆମ ଦେଶକୁ ବିଶ୍ୱଶକ୍ତିରେ ପରିଣତ କରିବାରେ

ତାଙ୍କର ଭୂମିକା ପ୍ରଶଂସନୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande