ଡାଇରିଆ ମୃତ୍ୟୁ ପରେ ଚେତିଲେ ସରକାର, ସବୁ ପାନୀୟ ଜଳର କରାଯିବ ମାନ ଯାଂଚ
ଭୁବନେଶ୍ୱର, 5 ଜୁଲାଇ (ହି.ସ.) - ଡାଇରିଆ ମୃତ୍ୟୁ ପରେ ଚେତିଲେ ସରକାର । ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ଏସଏଚଜି ମହିଳା କରିବେ ପାନୀୟଜଳ ଯୋଗାଣର ଯାଂଚ । ଏହି ମହିଳାଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ଠିକ ଭାବରେ ପାନୀୟଜଳ ପହଁଞ୍ଚିବ, ଅପରେସନ ଓ
ଡାଇରିଆ ମୃତ୍ୟୁ ପରେ     ଚେତିଲେ ସରକାର, ସବୁ ପାନୀୟ ଜଳର କରାଯିବ ମାନ ଯାଂଚ


ଭୁବନେଶ୍ୱର, 5 ଜୁଲାଇ (ହି.ସ.)

- ଡାଇରିଆ

ମୃତ୍ୟୁ ପରେ ଚେତିଲେ ସରକାର । ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ଏସଏଚଜି ମହିଳା କରିବେ

ପାନୀୟଜଳ ଯୋଗାଣର ଯାଂଚ । ଏହି ମହିଳାଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ଠିକ ଭାବରେ ପାନୀୟଜଳ ପହଁଞ୍ଚିବ, ଅପରେସନ ଓ

ପରିଚାଳନାରେ ଆଧୁନିକ ଜ୍ଞାନକୌଶଳ

ପ୍ରୟୋଗ କରାଯିବ । ପାନୀୟଜଳ ଅପବ୍ୟବହାର ରୋକିବ ଏସସିଏଡିଏ

। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଅଧିକାରୀଙ୍କୁ

ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମୋଦନରେ ଖୋଳା ଯାଇପାରିବନି ପାଣି ପାଇବ । ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା

କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande