ପ୍ରଧାନମନ୍ତ୍ରୀଙ୍କୁ ବ୍ୟୁନସ ଏୟାର୍ସ ସହରର ଚାବି ପ୍ରଦାନ କରାଗଲା
ନୂଆଦିଲ୍ଲୀ, 07 ଜୁଲାଇ (ହି.ସ.) ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ
ପ୍ରଧାନମନ୍ତ୍ରୀଙ୍କୁ ବ୍ୟୁନସ ଏୟାର୍ସ ସହରର ଚାବି ପ୍ରଦାନ କରାଗଲା


ନୂଆଦିଲ୍ଲୀ, 07 ଜୁଲାଇ (ହି.ସ.)

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରିଙ୍କ ଠାରୁ ବ୍ୟୁନସ୍ ଏୟାର୍ସ ସହରର ଚାବି ଗ୍ରହଣ କରି ସମ୍ମାନିତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande