ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭକାମନା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବଦିନାତ୍ମକ ରଥଯାତ୍ରାର ଏବଂ ମା ମହାଲକ୍ଷ୍ମୀଙ୍କ ଅପେକ୍ଷାର ମଧୁର ଅନ୍ତ, ଶ
ନୀଳାଦ୍ରି ବିଜେ ଓ ରସଗୋଲା     ଦିବସର ଶୁଭକାମନା ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ନୀଳାଦ୍ରି ବିଜେ

ଓ ରସଗୋଲା ଦିବସର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ

ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବଦିନାତ୍ମକ ରଥଯାତ୍ରାର ଏବଂ ମା

ମହାଲକ୍ଷ୍ମୀଙ୍କ ଅପେକ୍ଷାର ମଧୁର ଅନ୍ତ, ଶ୍ରୀଜୀଉଙ୍କ ପବିତ୍ର ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଶୁଭକାମନା। ଏହି ପବିତ୍ର ଦିନରେ

ଆପଣମାନଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande