ହରିଚନ୍ଦନପୁର ରାସୋଳ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
Mla attend ek ped maa ke nam
Mla attend ek ped maa nam


କେନ୍ଦୁଝର, ୯ ଜୁଲାଇ (ହି.ସ.) - ହରିଚନ୍ଦନପୁର ରାସୋଳ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର,ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ବୃନ୍ଦ, କାର୍ଯ୍ୟକର୍ତାଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ତେଲକୋଇ ବିଧାୟକ ଡ଼ ଫକିର ନାଏକ।

ଆଗାମୀଦିନରେ ପିଲାମାନେ କିପରି ଅଧିକରୁ ଅଧିକ ଆଗକୁ ଯିବେ ସେଥିପ୍ରତି ତାଙ୍କୁ ଉପଦେଶ କ୍ରମେ ଜନକା ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଜ୍ଞାନ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande