ଆସନ୍ତା କାଲି ଆଷାଢି ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ ମା ତାରିଣୀ ମନ୍ଦିର
କେନ୍ଦୁଝର, ୯ ଜୁଲାଇ (ହି.ସ.) - ଆସନ୍ତା କାଲି ମା ତାରିଣୀଙ୍କ ଆଷାଢି ପର୍ବ ପାଳନ ହେବ। ଏହି ପର୍ବ ପାଇଁ ଘଟଗାଁ ମା ତାରିଣୀଙ୍କ ଦୁଆରଶୁଣି ଓ ମା ତାରିଣୀଙ୍କ ଦିନ ବେଳା ମନ୍ଦିର ପୂଜା ବନ୍ଦ ରହିବ। ମା ଙ୍କ ପୂଜା ପାଇଁ ସନ୍ଧ୍ୟା ସାତଟାରେ ମନ୍ଦୀର ଖୋଲା ରହି ରାତି ଦଶଟା ପର୍ଯ୍ୟନ୍ତ ଯଥାରୀତି ପୂଜାର୍ଚ୍ଚନ
ଆସନ୍ତା କାଲି ଆଷାଢି ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ ମା ତାରିଣୀ ମନ୍ଦିର


କେନ୍ଦୁଝର, ୯ ଜୁଲାଇ (ହି.ସ.) - ଆସନ୍ତା କାଲି ମା ତାରିଣୀଙ୍କ ଆଷାଢି ପର୍ବ ପାଳନ ହେବ। ଏହି ପର୍ବ ପାଇଁ ଘଟଗାଁ ମା ତାରିଣୀଙ୍କ ଦୁଆରଶୁଣି ଓ ମା ତାରିଣୀଙ୍କ ଦିନ ବେଳା ମନ୍ଦିର ପୂଜା ବନ୍ଦ ରହିବ। ମା ଙ୍କ ପୂଜା ପାଇଁ ସନ୍ଧ୍ୟା ସାତଟାରେ ମନ୍ଦୀର ଖୋଲା ରହି ରାତି ଦଶଟା ପର୍ଯ୍ୟନ୍ତ ଯଥାରୀତି ପୂଜାର୍ଚ୍ଚନା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande