ଭୁବନେଶ୍ୱର,
9 ଜୁଲାଇ (ହି.ସ)ଏଆଇସିସି ସଭାପତି ମଲ୍ଲିକର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ କେସି ଭେନୁ ଗୋପାଳଙ୍କ
ଓଡିଶା ଗସ୍ତର ମହତ୍ୱ ରହିଛି ।ବିଜେଡି 24 ବର୍ଷ ଓ ବିଜେପିର ଗୋଟିଏ ବର୍ଷରେ ଲୋକେ ବହୁ
ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।ନାରୀ ନିର୍ଯାତନା ବଢିଛି ।ଛାତ୍ର, ଚାଷୀଙ୍କ ପ୍ରତି ଅନ୍ୟାୟ
ହୋଇଛି ।ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ଓ ଅନୀତି ହୋଇଛି ।ରାହୁଲଙ୍କ ଏହା ଗୋଟିଏ ଗସ୍ତ ହବନି,ଆଗକୁ
ବାରମ୍ବାର ଆସିବେ ବୋଲି ଭକ୍ତ ଦାସ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା