ଭୁବନେଶ୍ୱର, 9 ଜୁଲାଇ (ହି.ସ.)- ପୁରୀ ଶରଧାବାଲି
ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଆଜିଠୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ
ଉନ୍ନୟନ କମିଶନର୍ । ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ନ ପରଠୁ ସାକ୍ଷାତ କରିହେବ । ଆସନ୍ତାକାଲି
ଅପରାହ୍ନ ୩ରୁ ପୁରୀ ସ୍ପେଶାଲ୍ ସର୍କିଟ୍ ହାଉସ୍ରେ ସାକ୍ଷାତ କରିହେବ । ସୂଚନା କିମ୍ବା ତଥ୍ୟ
ଦେବାକୁ ମେଲ୍ ଆଇଡିଓ ଟେଲିଫୋନ୍ ନଂ ଜାରି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା