ପାତ୍ରପଡ଼ାରେ ଗାଡି ଧକାରେ କୁନି ଝିଅର ମୃତ୍ୟୁ ଘଟଣା, ଗାଡିକୁ ଜବତ କଲା ପୋଲିସ
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ପାତ୍ରପଡ଼ାରେ ଗାଡି ଧକାରେ କୁନି ଝିଅର ମୃତ୍ୟୁ ଘଟଣା । ମଣିଷ ମରା ଥାର ଗାଡିକୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଅଞ୍ଚଳରୁ ଜବତ କଲା ପୋଲିସ । ଗାଡି ମାଲିକ ଫେରାର । ତାକୁ ଧରିବା ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା
ପାତ୍ରପଡ଼ାରେ ଗାଡି ଧକାରେ     କୁନି ଝିଅର ମୃତ୍ୟୁ ଘଟଣା, ଗାଡିକୁ ଜବତ କଲା ପୋଲିସ


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ପାତ୍ରପଡ଼ାରେ ଗାଡି ଧକାରେ କୁନି ଝିଅର ମୃତ୍ୟୁ ଘଟଣା ।

ମଣିଷ ମରା ଥାର ଗାଡିକୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଅଞ୍ଚଳରୁ ଜବତ କଲା ପୋଲିସ । ଗାଡି

ମାଲିକ ଫେରାର । ତାକୁ ଧରିବା ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା । ଗତକାଲି

ରାକ୍ଷୀ ବାନ୍ଧି ମାମୁ ଘରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ମାଆ, ଝିଅ ଓ ପୁଅ । ଝିଅର ଘଟଣା ସ୍ଥଳରେ ମୃତ୍ୟୁ

ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମାଆ ଓ କୁନି ପୁଅ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande