ସମୁଦ୍ର ଜଳ ମଧୁରୀକରଣ କାରଖାନା ଉଦଘାଟିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗଂଜାମ, 10 ଅଗଷ୍ଟ (ହି.ସ.)ଆଜି ସକାଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋପାଳପୁରରୁ‌ ଛତ୍ରପୁର‌ ମାଟି ଖାଲ‌ ଯାଇ‌ ସେଠାରେ ବିରଳ ମୂର୍ତ୍ତିକା ଦ୍ବାରା ପ୍ରସ୍ତୁତ ସମୁଦ୍ର ଜଳକୁ ମିଠା ଜଳରେ ପରିଣତ କରି ଜନ ସାଧାରଣଙ୍କୁ ଵିତରଣ କରିଵା କାର୍ଯ୍ୟକ୍ରମକୁ ଊଦ୍ଘାଟନ‌ କରିଛନ୍ତି । ପରେ‌ ଛତ୍
ସମୁଦ୍ର ଜଳ ମଧୁରୀକରଣ କାରଖାନା ଉଦଘାଟିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଗଂଜାମ, 10 ଅଗଷ୍ଟ (ହି.ସ.)ଆଜି ସକାଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋପାଳପୁରରୁ‌ ଛତ୍ରପୁର‌ ମାଟି ଖାଲ‌ ଯାଇ‌ ସେଠାରେ ବିରଳ ମୂର୍ତ୍ତିକା ଦ୍ବାରା ପ୍ରସ୍ତୁତ ସମୁଦ୍ର ଜଳକୁ ମିଠା ଜଳରେ ପରିଣତ କରି ଜନ ସାଧାରଣଙ୍କୁ ଵିତରଣ କରିଵା କାର୍ଯ୍ୟକ୍ରମକୁ ଊଦ୍ଘାଟନ‌ କରିଛନ୍ତି । ପରେ‌ ଛତ୍ରପୁରଠାରେ ୟୋଜିତ ଗରୀବ‌ କଲ୍ୟାଣ ସମାବେଶରେ ଯୋଗ ଦେଇ ସରକାରଙ୍କ ଗରୀବକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ‌ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ‌ ଵ଼ହୁ ସଂଖ୍ୟକ ଜନ ପ୍ରତିନିଧି ଓ ଜନସାଧରଣ ଉପସ୍ଥିତ ଥିଲେ।‌ ଅପରାହ୍ନରେ ଶ୍ରୀ ପ୍ରଧାନ ଵାଣପୁର ମାଭଗବତୀ ଓ ଭୂଷଣ୍ଡପୁର ମା‌ ଉଗ୍ରତାରାଙ୍କ‌ ଦର୍ଶନ ପାଇ‌ ଯାଇ ସନ୍ଧ୍ୟାରେ ସେ ଭୁବନେଶ୍ୱର ଫେରିଵା କାର୍ଯ୍ୟକ୍ରମ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande