୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ୧୦ ଅଗଷ୍ଟ (ହି.ସ.) - ଜୟପୁର ବରିଷ୍ଠ ନାଗରିକ କମିଟି ପକ୍ଷରୁ ୪ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ଜୟପୁରର ପୁରୁଣା ଐତିହାସିକ ଜଗନ୍ନାଥ ସାଗରକୁ ସୌନ୍ଦର୍ଯ୍ୟକରଣ କରିବା, ୩୬ ସିଟି ବିମାନ ସେବା ଜୟପୁର ଠାରୁ ଭୁବନେଶ୍ୱର, ହାଇଦ୍ରା
୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର, ୧୦ ଅଗଷ୍ଟ (ହି.ସ.) - ଜୟପୁର ବରିଷ୍ଠ ନାଗରିକ କମିଟି ପକ୍ଷରୁ ୪ ଦଫା ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ଜୟପୁରର ପୁରୁଣା ଐତିହାସିକ ଜଗନ୍ନାଥ ସାଗରକୁ ସୌନ୍ଦର୍ଯ୍ୟକରଣ କରିବା, ୩୬ ସିଟି ବିମାନ ସେବା ଜୟପୁର ଠାରୁ ଭୁବନେଶ୍ୱର, ହାଇଦ୍ରାବାଦ, ରାୟପୁର ସେବା ଯୋଗାଇଦେବା ,ଜୟପୁର ଭୁବନେଶ୍ୱର ପର୍ଯ୍ୟନ୍ତ ଅନ୍ୟ ଏକ ରେଳସେବା ଯୋଗାଇଦେବା, ଭୁବନେଶ୍ୱର ଏଏମଏସ ଡାକ୍ତରଖାନ ଦୁର ହେଉଥିବା ଯୋଗୁଁ ଜୟପୁର ଠାରେ ଏଏମଏସର ଏକ ଶାଖା ଖୋଲିବା ପାଇଁ ଦାବି ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ନାଗରିକ କମିଟି ସଭାପତି ମିନକେତନ ଦାସଙ୍କ ସମେତ ଡ.ସୁରେଶ ଦାସ ଡ. ନରସିପ୍ସହ ପାଣିଗ୍ରାହୀ,ଭିମେସେନ ଅଗ୍ରୱାଲଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande