ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମରଣ କଲେ କେଭି ସିଂହଦେଓ
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ସଙ୍ଗୀତ ଜଗତର ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଙ୍କ ଜୟନ
ପଦ୍ମଶ୍ରୀ ପଣ୍ଡିତ ରଘୁନାଥ     ପାଣିଗ୍ରାହୀଙ୍କ ସ୍ମରଣ କଲେ କେଭି ସିଂହଦେଓ


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ପଦ୍ମଶ୍ରୀ

ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ସଙ୍ଗୀତ ଜଗତର ସୁରମଣି ପଦ୍ମଶ୍ରୀ

ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଙ୍କ ଜୟନ୍ତୀରେ ବିନମ୍ର ପ୍ରଣାମ। ଓଡ଼ିଆ ସଙ୍ଗୀତକୁ ରାଷ୍ଟ୍ରୀୟ ଓ

ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇବାରେ ତାଙ୍କ ଅବଦାନ ଅମର ରହିଛି। ଜୟଦେବଙ୍କ ଗୀତଗୋବିନ୍ଦ

ଗାଇବାର ଅସାଧାରଣ ଦକ୍ଷତା ତାଙ୍କୁ ସ୍ୱତନ୍ତ୍ର କରିଛି। ଓଡ଼ିଶୀ ସଙ୍ଗୀତର ଗରିମା ବୃଦ୍ଧିରେ

ତାଙ୍କ ସମର୍ପିତ ଜୀବନ ସର୍ବଦା ପ୍ରେରଣାର ଉତ୍ସ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande