ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ସ୍ୱାଧୀନତା
ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ବିଶେଷ କରି ପାପଡ଼ାହାଣ୍ଡିର ସ୍ୱତନ୍ତ୍ର ଭୂମିକା ରହିଛି। ଏହି
ସ୍ମୃତିକୁ ବହନ କରୁଥିବା ପାପଡ଼ାହାଣ୍ଡିର ଶହୀଦ ମିନାରଠାରେ ଦେଶ ମାତୃକାର ବୀର ସନ୍ତାନ ଅମର
ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା