ପାପଡ଼ାହାଣ୍ଡିର ଶହୀଦ ମିନାରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଭାତି ପରିଡା
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ସ୍ୱାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ବିଶେଷ କରି ପାପଡ଼ାହାଣ୍ଡିର ସ୍ୱତନ୍ତ୍ର ଭୂମିକା ରହିଛି। ଏହି ସ୍ମୃତିକୁ ବହନ କରୁଥିବା ପାପଡ଼ାହାଣ୍ଡିର ଶହୀଦ ମିନାରଠାରେ ଦେଶ ମାତୃକାର ବୀର ସନ୍ତାନ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣା
ପାପଡ଼ାହାଣ୍ଡିର ଶହୀଦ     ମିନାରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଭାତି ପରିଡା


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ସ୍ୱାଧୀନତା

ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ବିଶେଷ କରି ପାପଡ଼ାହାଣ୍ଡିର ସ୍ୱତନ୍ତ୍ର ଭୂମିକା ରହିଛି। ଏହି

ସ୍ମୃତିକୁ ବହନ କରୁଥିବା ପାପଡ଼ାହାଣ୍ଡିର ଶହୀଦ ମିନାରଠାରେ ଦେଶ ମାତୃକାର ବୀର ସନ୍ତାନ ଅମର

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande